LIQUOR RAID Photograph: (OTV)
ବାଲେଶ୍ବରରେ ଅବକାରୀ ବିଭାଗର ବଡ଼ ରେଡ୍। ନଷ୍ଟ ହେଲା ହାଣ୍ଡି ହାଣ୍ଡି ପୋଚ। ବିପୁଳ ପରିମାଣର ମଦ ରନ୍ଧା ସାମଗ୍ରୀକୁ ଢାଳିଲା ଅବକାରୀ ବିଭାଗ। ପୁରୁଣା ବାଲେଶ୍ବର ଅଞ୍ଚଳରେ ଦେଶୀ ମଦ କାରବାର ଅଭିଯୋଗରେ ରାତିରୁ ଚଢାଉ କରିଥିଲା ସ୍ବତନ୍ତ୍ର ଟିମ୍।
ବେଆଇନ ଭାବେ ରନ୍ଧା ଚାଲିଥିବା ବେଆଇନ ଦେଶୀ ମଦ ଜବତ କରିଥିଲା ଅବକାରୀ ବିଭାଗ ଓ ପୋଲିସର ମିଳିତ ଟିମ୍ । ବିପୁଳ ପରିମାଣର ପୋଚ ଓ ମଦରନ୍ଧା ସାମଗ୍ରୀକୁ ଜବତ କରି ସେଗୁଡ଼ିକୁ ନଷ୍ଟ କରାଯାଇଛି। ୧୦ରୁ ଅଧିକଙ୍କୁ ଅଟକ ରଖି ପଚରାଉଚରା କରୁଛି ଅବକାରୀ ବିଭାଗ।
ବାଲେଶ୍ବରରେ ଅବକାରୀ ବିଭାଗର ବଡ଼ ରେଡ୍
ନଷ୍ଟ ହେଲା ହାଣ୍ଡି ହାଣ୍ଡି ପୋଚ
ବିପୁଳ ପରିମାଣର ମଦ ରନ୍ଧା ସାମଗ୍ରୀ ଜବତ
ପୋଚ ଓ ମଦରନ୍ଧା ସାମଗ୍ରୀକୁ କଷ୍ଟ କରାଗଲା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/14/liquor-raid-2026-01-14-12-21-39.jpg)