Advertisment

Shocking Crime: ପ୍ରେମ ପାଇଁ ମା’ ଓ ଭାଇକୁ ହତ୍ୟା କଲା ଯୁବତୀ ! ଉଦ୍ଧାର ହେଲା ନିଖୋଜ ମାଆପୁଅଙ୍କ ମୃତଦେହ

ପ୍ରେମ ପାଇଁ  ନିଜ ମା’ ଓ ଭାଇଙ୍କୁ ଯୁବତୀ ହତ୍ୟା କରିଥିବା ସନ୍ଦେହ। ଜୟପୁର କୋଟପାଡ଼ ଥାନା ଅଞ୍ଚଳର ଏକ କେନାଲ ନିକଟରୁ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଭାଇର ମୃତଦେହ ଉଦ୍ଧାର ହୋଇଛି।

Murder

Murder Photograph: (OTV)

Advertisment

ନିଖୋଜ ମାଆ ପୁଅଙ୍କ ମୃତଦେହ ଉଦ୍ଧାର। ପ୍ରେମ ପାଇଁ  ନିଜ ମା’ ଓ ଭାଇଙ୍କୁ ଯୁବତୀ ହତ୍ୟା କରିଥିବା ସନ୍ଦେହ। ଜୟପୁର କୋଟପାଡ଼ ଥାନା ଅଞ୍ଚଳର ଏକ କେନାଲ ନିକଟରୁ ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଭାଇର ମୃତଦେହ ଉଦ୍ଧାର ହୋଇଛି। ଜୟନ୍ତଗିରି ନିକଟ କେନାଲରୁ ମାଆର ମୃତଦେହ ଉଦ୍ଧାର ହୋଇଛି।

Advertisment

ଗତ ୨୧ ତାରିଖରେ ମାଆ ପୁଅ ନିଖୋଜ ଥିବା ନେଇ ବୋରିଗୁମ୍ମା ଥାନାରେ ଅଭିଯୋଗ ହୋଇଥିଲା। ତେବେ ପ୍ରେମ ସମ୍ପର୍କକୁ ବିରୋଧ କରିବାରୁ ଝିଅ ପୁରୁଷ ବନ୍ଧୁ ସହ ମିଶି ମାଆ ଓ ଭାଇଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। 

ଏକ କେନାଲ ନିକଟରୁ ଭାଇର ମୃତଦେହ ଉଦ୍ଧାର

ବସ୍ତାରେ ବନ୍ଧା ହୋଇଥିବା ଅବସ୍ଥାରେ ଭାଇର ମୃତଦେହ ଉଦ୍ଧାର
ଜୟନ୍ତଗିରି ନିକଟ କେନାଲରୁ ମାଆର ମୃତଦେହ ଉଦ୍ଧାର
ପ୍ରେମ ପାଇଁ ମାଆ ଓ ଭାଇକୁ ଯୁବତୀ ଜଣଙ୍କ ମାରିଥିବା ସନ୍ଦେହ
ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ
୨୧ ତାରିଖରେ ବୋରିଗୁମ୍ମା ଥାନାରେ ମାଆପୁଅ ନିଖୋଜ ଅଭିଯୋଗ ହୋଇଥିଲା

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ