Advertisment

Illegal opium cultivation: ଅଭୟାରଣ୍ୟ ଭିତରେ ଅଫିମ ଲଗାଇଲା କିଏ? ରେଡ୍ କଲା ପୋଲିସ ଓ ବନ ବିଭାଗ

ଶିମିଳିପାଳ ଅଭୟାରଣ୍ୟରେ ବେଧଡ଼କ ଭାବରେ ଚାଲିଥିଲା ଅଫିମ ଚାଷ। ଖବର ପାଇଁ ରେଡ୍ କଲା ପୋଲିସ ଓ ବନ ବିଭାଗ। ୧ କୋଟି ୭୦ ଲକ୍ଷରୁ ଅଧିକ ଟଙ୍କାର ଅଫିମ ଚାଷକୁ ନଷ୍ଟ କରାଯାଇଛି।

OPIUM

OPIUM Photograph: (OTV)

Advertisment

ଅଭୟାରଣ୍ୟ ଭିତରେ ଅଫିମ ଚାଷ। ଶିମିଳିପାଳ ଅଭୟାରଣ୍ୟରେ ବେଧଡ଼କ ଭାବରେ ଚାଲିଥିଲା ଅଫିମ ଚାଷ। ଖବର ପାଇଁ ରେଡ୍ କଲା ପୋଲିସ ଓ ବନ ବିଭାଗ। ୧ କୋଟି ୭୦ ଲକ୍ଷରୁ ଅଧିକ ଟଙ୍କାର ଅଫିମ ଚାଷକୁ ନଷ୍ଟ କରାଯାଇଛି।

Advertisment

ଗୋପିନାଥପୁର ଗାଁରେ ୧୦୯ ଏକର ଜମିରେ ଅଫିମ ଚାଷକୁ ନଷ୍ଟ କରିଛି ପୋଲିସ। ପୋଲିସ ଓ ବନବିଭାଗର ସ୍ୱତନ୍ତ୍ର ଟିମ୍ ଗୋପିନାଥପୁର ଗାଁରେ ଚଢାଉ କରିଥିଲା। ଏନେଇ ଯଶିପୁର ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି।

ଅଭୟାରଣ୍ୟ ଭିତରେ ଅଫିମ ଚାଷ
ଶିମିଳିପାଳ ଅଭୟାରଣ୍ୟରେ ଅଫିମ ଚାଷ
୧ କୋଟି ୭୦ ଲକ୍ଷରୁ ଅଧିକ ଟଙ୍କାର ଅଫିମ ଚାଷ ନଷ୍ଟ 
ଗୋପିନାଥପୁର ଗାଁରେ ୧୦୯ ଏକର ଜମିର ଅଫିମ ଚାଷ ନଷ୍ଟ
ପୋଲିସ, ବନ ବିଭାଗର ସ୍ୱତନ୍ତ୍ର ଟିମର ମିଳିତ ଚଢାଉ
ଯଶିପୁର ଥାନାରେ ଦୁଇଟି ପୃଥକ ମାମଲା ରୁଜୁ

Advertisment
Cannabis Cultivation Ganja Cultivation Destroyed Similipal Sanctuary
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ