Advertisment

Arrest Wife Of Odia Rapper: ରାପରଙ୍କ ପତ୍ନୀଙ୍କୁ ବାନ୍ଧିଲା ପୋଲିସ , ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗ

ବେଙ୍ଗାଳୁରୁରେ ଓଡ଼ିଆ ସଫ୍ଟୱେର ଇଞ୍ଜିନିୟର ତଥା ରାପର୍ ଅଭିନବ ସିଂ ଆତ୍ମହତ୍ୟା ଘଟଣା। ପତ୍ନୀ ଉତ୍କଳ ଦୀପିକା ରାଉତ ଗିରଫ। ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଗିରଫ କଲା ଲାଲବାଗ ଥାନା ପୋଲିସ।

ABHINAB

ABHINAB Photograph: (OTV)

Advertisment

ବେଙ୍ଗାଳୁରୁରେ ଓଡ଼ିଆ ସଫ୍ଟୱେର ଇଞ୍ଜିନିୟର ତଥା ରାପର୍ ଅଭିନବ ସିଂ ଆତ୍ମହତ୍ୟା ଘଟଣା। ପତ୍ନୀ ଉତ୍କଳ ଦୀପିକା ରାଉତ ଗିରଫ। ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଗିରଫ କଲା ଲାଲବାଗ ଥାନା ପୋଲିସ। ମୃତ ଅଭିନବଙ୍କ ବାପାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଥିଲା କମିସନରେଟ ପୋଲିସ। BNSର ଧାରା 108, 351(2) ଏବଂ ଧାରା 3(5)  ଅନୁଯାୟୀ ମାମଲା ରୁଜୁ କରାଯାଇଥିଲା। ଅଭିନବଙ୍କ ପତ୍ନୀ, ବାପା, ମା ଏବଂ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଏତଲାରେ ଅଭିଯୋଗ କରାଯାଇଥିଲା। ଅଧିକ ତଦନ୍ତ ପାଇଁ ବେଙ୍ଗାଳୁରୁ ଯାଇଥିଲା କମିଶନରେଟ୍ ପୋଲିସ ।

Advertisment

ରାପର୍ ଅଭିନବ ମୃତ୍ୟୁ: ପତ୍ନୀ ଗିରଫ
କଟକ: ରାପର୍ ଅଭିନବ ସିଂ ମୃତ୍ୟୁ ଘଟଣା; ପତ୍ନୀ ଗିରଫ
ପତ୍ନୀଙ୍କୁ ଗିରଫ କଲା ଲାଲ୍ ବାଗ ଥାନା ପୋଲିସ
ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୋଗରେ ଗିରଫ
ବେଙ୍ଗାଳୁରୁରେ ରାପର୍  ଅଭିନବ ସିଂ ଜୀବନ ହାରିଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ