Advertisment

Daring Daylight Robbery: ବନ୍ଧୁକ ଦେଖାଇ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରରୁ ଲୁଟ୍, ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଓ ୮ ଲକ୍ଷ କ୍ୟାସ୍ ଲୁଟ୍

ବନ୍ଧୁକ ଦେଖାଇ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରରୁ ଲୁଟିନେଲେ ୫ କୋଟିରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର। ୮ ଲକ୍ଷର ନଗଦ କ୍ୟାସ୍ ନେଇ ଦୁର୍ବୃତ୍ତ ଫେରାର। ୫ ବାଇକରେ ଆସି ୬ ଜଣ ଲୁଟେରା ଏ ବଡ଼ ଧରଣର ବ୍ୟାଙ୍କ ଲୁଟ୍ କରିଛନ୍ତି।

Bank Loot

Bank Loot Photograph: (OTV)

Advertisment

କେନ୍ଦୁଝର ବଡ଼ବିଲରେ ବଡ଼ ଧରଣର ଲୁଟ୍। ବନ୍ଧୁକ ଦେଖାଇ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରରୁ ଲୁଟିନେଲେ ୫ କୋଟିରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର। ୮ ଲକ୍ଷର ନଗଦ କ୍ୟାସ୍ ନେଇ ଦୁର୍ବୃତ୍ତ ଫେରାର। ୫ ବାଇକରେ ଆସି ୬ ଜଣ ଲୁଟେରା ଏ ବଡ଼ ଧରଣର ବ୍ୟାଙ୍କ ଲୁଟ୍ କରିଛନ୍ତି।

Advertisment

ଲୁଟେରାମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି। ତେବେ ବର୍ତ୍ତମାନ ସୁଦ୍ଧା ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନି।...

କେନ୍ଦୁଝର ବଡ଼ବିଲରେ ବଡ଼ ଧରଣର ଲୁଟ୍

ବନ୍ଧୁକ ଦେଖାଇ ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରରୁ ଲୁଟ୍ 
ଲୁଟି ନେଲେ ୫ କୋଟିରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର
୮ ଲକ୍ଷର ନଗଦ କ୍ୟାସ୍ ନେଇ ଛୁ ମାରିଲେ ୬ ଦୁର୍ବୃତ୍ତ
୫ ବାଇକରେ ଲୁଟେରା ଗ୍ୟାଙ୍ଗ୍ ଫେରାର, ଖୋଜୁଛି ପୋଲିସ

Advertisment

୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର, ୮ ଲକ୍ଷ କ୍ୟାସ୍ ଲୁଟ୍ 

Bank Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ