Advertisment

Ganja Smuggling: ଟ୍ରେନରେ ହେଉଛି ଗଞ୍ଜେଇ ଚାଲାଣ...ଟେର ପାଉନି ଜିଆରପି, ଆରପିଏଫ

ଅଭିନବ ଉପାୟରେ ପୁରୀରେ ଗଞ୍ଜେଇ ଚୋରା ଚାଲାଣ। ପୁରୀ ରେଳ ଷ୍ଟେସନରୁ ଟ୍ରେନର ଟଏଲେଟ ଉପର ଛାତରେ ଗଞ୍ଜେଇକୁ ଅତି ସୁନ୍ଦର ଭାବରେ ସଜେଇ କରାଯାଉଛି ଚୋରା ଚାଲାଣ । ହେଲେ ଏନେଇ ଟେର ପାଉନି ଜିଆରପି କି ଆରପିଏଫ ।

ganja

ganja Photograph: (OTV)

Advertisment

ଅଭିନବ ଉପାୟରେ ପୁରୀରେ ଗଞ୍ଜେଇ ଚୋରା ଚାଲାଣ। ପୁରୀ ରେଳ ଷ୍ଟେସନରୁ ଟ୍ରେନର ଟଏଲେଟ ଉପର ଛାତରେ ଗଞ୍ଜେଇକୁ ଅତି ସୁନ୍ଦର ଭାବରେ ସଜେଇ କରାଯାଉଛି ଚୋରା ଚାଲାଣ । ହେଲେ ଏନେଇ ଟେର ପାଉନି ଜିଆରପି କି ଆରପିଏଫ । କିଛିଦିନ ତଳେ ଏପରି ଅଭିନବ ଉପାୟରେ ଚୋରା ଚାଲାଣ କରୁଥିବା ସମୟରେ ପୋଲିସ ସନ୍ଦେହ କରି ଗୋଡାଇ ଗୋଡାଇ ଧରିଥିଲା। ୨ ଜଣଙ୍କୁ ଧରିବା ପରେ ପୁରା ଯୋଜନାର ପର୍ଦ୍ଦାଫାସ ହୋଇଛି । ସିନ ରିକ୍ରିସେନ ବେଳେ କେମିତି ସ୍କ୍ରୁ ଡ୍ରାଇଭରରେ ଟଏଲଟର ରୁଫଟପ୍ ଖୋଲି ଗଂଜେଇ ଚାଲାଣ କରୁଥିଲେ ଦେଖାଇଥିଲେ ଅଭିଯୁକ୍ତ। ପରେ ଏଜେଣ୍ଟଙ୍କୁ କୋଡ ସହ କେଉଁ ଟଏଲେଟରେ ରଖାଯାଇଛି ତାହା ସୂଚନା ଦେଉଥିଲେ। ଉତ୍ତରପ୍ରଦେଶ, ଦିଲ୍ଲୀ, ମୁମ୍ବାଇ, ଗୁଜୁରାଟ, ରାଜାସ୍ଥାନକୁ ଚୋରା ଚାଲାଣ ହେଉଥିଲା ଗଞ୍ଜେଇ। ... 

Advertisment

ପୁରୀରୁ ଅଭିନୟ ଉପାୟରେ ଗଞ୍ଜେଇ ଚୋରା ଚାଲାଣ
ଟ୍ରେନରେ ହେଉଛି ଚାଲାଣ, ଟେର ପାଉନି ଜିଆରପି, ଆରପିଏଫ 
ଟଏଲେଟ ଛାତରେ ଲୁଚାଇ ଚାଲାଣ କରୁଛନ୍ତି ମାଫିଆ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ