Advertisment

Fraud Case against Ex‑Lady IIC: କେବେ ବନ୍ଧାହେବେ ଲେଡି IIC?

ଯାଜପୁର ବଡ଼ଚଣାର ପୂର୍ବତନ ଲେଡି ଆଇଆଇସି ମଧୁସ୍ମିତା ବେହେରାଙ୍କ ବଢୁଛି ଅଡ଼ୁଆ। ଆଉ ଦୁଇଜଣଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିନେଇଥିବା ନେଇ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ହୋଇଛି।

Advertisment

ଯାଜପୁର ବଡ଼ଚଣାର ପୂର୍ବତନ ଲେଡି ଆଇଆଇସି ମଧୁସ୍ମିତା ବେହେରାଙ୍କ ବଢୁଛି ଅଡ଼ୁଆ। ଆଉ ଦୁଇଜଣଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକିନେଇଥିବା ନେଇ ନିଶ୍ଚିନ୍ତକୋଇଲି ଥାନାରେ ଏତଲା ହୋଇଛି। ଠକେଇ ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଗିରଫ ହୋଇଥିବା ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି। ଏହାର ନେଟୱର୍କ ଆଉ କେଉଁଆଡେ ଲମ୍ବିଛି ସେ ଦିଗରେ ତଦନ୍ତ କରାଯାଉଥିବାବେଳେ ଆଉ ଯଦି କେହି ଠକେଇର ଶିକାର ହୋଇଛନ୍ତି, ସେମାନେ ଅଭିଯୋଗ କରନ୍ତୁ ବୋଲି କହିଛନ୍ତି କଟକ ଗ୍ରାମାଞ୍ଚଳ ଏସପି। ତେଣେ ନିଲମ୍ବିତ ଆଇଆଇସି କାହିଁକି ଗିରଫ ହେଉନାହାନ୍ତି ତାକୁ ନେଇ ବି ଉଠିଛି ପ୍ରଶ୍ନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ