Advertisment

Drugs Trafficking Case: ଗୋଆରୁ ଓଡି଼ଶାକୁ ଲମ୍ବିଛି ନିଶା ଚେର, ରେଡ୍ ବେଳେ ନଗଦ ୩ କୋଟି ଜବତ

ଗୋଆରୁ ଓଡି଼ଶାକୁ ଲମ୍ବିଛି ଚେର । ଚାଲାଣ ହେଉଛି ଦାମୀ ନିଶା ଦ୍ରବ୍ୟ । ଖବର ପାଇବା ପରେ ଇଡିର ରେଡ୍। ଓଡି଼ଶା ସମେତ ୭ ରାଜ୍ୟର ୨୬ ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ନଗଦ ୩ କୋଟି ଟଙ୍କା ସହ ନିଶାଦ୍ରବ୍ୟ ଜବତ ହୋଇଛି।

NISHA BEPARA

NISHA BEPARA Photograph: (OTV)

Advertisment

ନିଶା ବେପାରର ହବ୍ ପାଲଟିଛି ଓଡି଼ଶା । ଗୋଆରୁ ଓଡି଼ଶାକୁ ଲମ୍ବିଛି ଚେର । ଚାଲାଣ ହେଉଛି ଦାମୀ ନିଶା ଦ୍ରବ୍ୟ । ଖବର ପାଇବା ପରେ ଇଡିର ରେଡ୍। ଓଡି଼ଶା ସମେତ ୭ ରାଜ୍ୟର ୨୬ ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ନଗଦ ୩ କୋଟି ଟଙ୍କା ସହ ନିଶାଦ୍ରବ୍ୟ ଜବତ ହୋଇଛି।

Advertisment

ମନି ଲଣ୍ଡରିଂ ମାମଲାର ତଦନ୍ତ କରିବା ବେଳେ ମିଳିଛି ସାଙ୍ଘାତିକ ସୁରାଗ। ମାଫିଆଙ୍କୁ ଧରିବାକୁ ଓ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ପ୍ରୟାସ ଚାଲିଛି। ସେପଟେ ନିଶା ମାଫିଆଙ୍କ ପାଇଁ ଗଳା ବାଟ ପାଲଟିଛି ଭୁବନେଶ୍ୱର ବିମାନବନ୍ଦର। ଅନ୍ୟ ସ୍ଥାନକୁ ନିଶାଦ୍ରବ୍ୟ ଚାଲାଣ ହେଉଥିଲେ ମଧ୍ୟ ଭାୟା ପାଲଟିଛି ଭୁବନେଶ୍ୱର ବିମାନବନ୍ଦର।

ଅନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍ 
ଗୋଆରୁ ଓଡି଼ଶାକୁ ଲମ୍ବିଛି ଚେର
ଓଡ଼ିଶା ସମେତ ୭ ରାଜ୍ୟର ୨୬ଟି ସ୍ଥାନରେ ଇଡିର ଚଢ଼ାଉ
ଚଢ଼ାଉରେ ନଗଦ ୩ କୋଟି ଟଙ୍କା ସହ ନିଶାଦ୍ରବ୍ୟ ଜବତ
ମନି ଲଣ୍ଡରିଂ ମାମଲାରେ ତଦନ୍ତ ବେଳେ ମିଳିଲା ସୁରାଗ
ନିଶା ମାଫିଆଙ୍କ ପାଇଁ ଗଳା ବାଟ ଭୁବନେଶ୍ୱର ବିମାନବନ୍ଦର

Advertisment

Drugs Odisha Crime News ED Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ