loot Photograph: (OTV)
ରାୟଗଡ଼ା କପିଳାସ ରାସ୍ତାରେ ବଡ଼ଧରଣର ଲୁଟ୍। ଦିନ ଦ୍ୱିପହରରେ ୨ ଲକ୍ଷ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ। ବ୍ୟାଙ୍କରେ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ଲୁଟର ଶିକାର ହେଲେ ବ୍ୟବସାୟୀ ରଂଜିତ କୁମାର ଦଳାଇ।
ବାଇକରେ ଆସି କିଛି ଦୁର୍ବୃତ୍ତ ଟଙ୍କା ବ୍ୟାଗ୍ ଝାମ୍ପି ନେଇ ଚମ୍ପଟ ମାରିଛନ୍ତି। ରାୟଗଡା ଜିଲ୍ଲା ସଦର ଥାନାରେ ଅଭିଯୋଗ ପରେ ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଛାନଭିନ କରୁଥିବା ସୂଚନା ମିଳିଛି।
ଝାମ୍ପିନେଲେ ୨ ଲକ୍ଷ
ରାୟଗଡ଼ା କପିଳାସ ରାସ୍ତାରେ ବଡ଼ଧରଣର ଲୁଟ୍
୨ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ
ବ୍ୟାଙ୍କକୁ ଜମା ପାଇଁ ଗଲା ବେଳେ ଲୁଟ୍
ବାଇକରେ ଆସି ଦୁର୍ବୃତ୍ତ ଟଙ୍କା ବ୍ୟାଗ୍ ନେଇ ଛୁ
ଅଭିଯୋଗ ପରେ ପୋଲିସର ଛାନଭିନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/09/loot-2026-03-09-18-13-38.jpg)