CYBER FRAUD Photograph: (OTV)
Advertisment
୬ କୋଟିର ଠକେଇ ମାମଲାରେ ସାଇବର ଠକ ଗିରଫ। ୬ କୋଟିରୁ ଊର୍ଦ୍ଧ୍ବ ଟଙ୍କା ସାଇବର ଠକେଇ ମାମଲାରେ ଆନ୍ଧ୍ରର ଜଣେ ଠକକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।। ଗିରଫ ଅଭିଯୁକ୍ତର ନାଁ ବେଦଗିରି ଶ୍ରୀନିବାସ ରାଓ।
Advertisment
ଭୁବନେଶ୍ବରରୁ ତାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ପୂର୍ବରୁ ଏହି ମାମଲାରେ ସୁରତରୁ ୫ ଜଣ ଏବଂ ଲୁଧିଆନାରୁ ଜଣଙ୍କୁ ଗିରଫ କରାଯାଇଥିଲା। ଫେକ୍ ଟ୍ରେଡିଂ ପ୍ଲାଟଫର୍ମରେ ଠକେଇ କରି ଧରାପଡ଼ିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/02/cyber-fraud-2026-02-02-15-45-10.jpg)