Advertisment

Elderly Sex Extortion Scam: ଫେସବୁକରୁ ଫ୍ରେଣ୍ଡସିପ୍ ହେଳା କାଳ, ଅଶ୍ଳୀଳ ଫଟୋ ଭିଡ଼ିଓ ଦେଖାଇ ଠକି ନେଲେ ୮୮ ଲକ୍ଷ

ସେକ୍ସଟର୍ସନର ଶିକାର ବୃଦ୍ଧଙ୍କଠାରୁ ୮୮ ଲକ୍ଷ ଟଙ୍କା ଠକେଇ। ଅଶ୍ଳୀଳ ଫଟୋ ଭିଡିଓ ଦେଖାଇ ବୃଦ୍ଧଙ୍କଠାରୁ ସାଇବର ଠକେଇ ଅଭିଯୋଗ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ।

Black Mail

Black Mail Photograph: (OTV)

Advertisment

ସେକ୍ସଟର୍ସନର ଶିକାର ବୃଦ୍ଧଙ୍କଠାରୁ ୮୮ ଲକ୍ଷ ଟଙ୍କା ଠକେଇ। ଅଶ୍ଳୀଳ ଫଟୋ ଭିଡିଓ ଦେଖାଇ ବୃଦ୍ଧଙ୍କଠାରୁ ସାଇବର ଠକେଇ ଅଭିଯୋଗ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ।

Advertisment

କଟକର ଜଣେ ଅବସରପ୍ରାପ୍ତ ସରକାରୀ ଚାକିରିଆ ତଥା ବରିଷ୍ଠ ନାଗରିକ ସେକ୍ସଟର୍ସନର ଶିକାର ହୋଇଥିଲେ। ଫେସବୁକରେ ବନ୍ଧୁତା କରି ଏହି ଟଙ୍କା ଠକେଇ କରିଥିଲେ ଅଭିଯୁକ୍ତ।

ସେମାନଙ୍କ ନିକଟରୁ ନଗଦ ୧୪ ଲକ୍ଷ ଟଙ୍କାର, ସୁନା ଗହଣା, ଏକାଧିକ ବ୍ୟାଙ୍କ ପାସବୁକ୍, ଡେବିଟ୍ ଓ କ୍ରେଡିଟ କାର୍ଡ, ମୋବାଇଲ ଫୋନ, ଗୋଲ୍ଡ କଏନ ଆଦି ଜବତ କରାଯାଇଛି।

Advertisment

ଏଥିସହ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରୁ ୫ ଲକ୍ଷ ଟଙ୍କା ଫ୍ରିଜ କରିଛି ପୋଲିସ। ଗତ ବର୍ଷେ ଧରି ଅଭିଯୁକ୍ତମାନେ ବରିଷ୍ଠ ବର୍ଷେ ଧରି ଅଭିଯୁକ୍ତମାନେ ବରିଷ୍ଠ ନାଗରିକଙ୍କୁ ବ୍ଲାକମେଲ କରି ଏହି ଟଙ୍କା ଠକେଇ କରିଥିଲେ। 

Senior Citizens Blackmail Cuttack 5 Cyber Fraudsters Cyber Fraud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ