Advertisment

Big Cash Bust: ଏଇମାନଙ୍କ ଘରୁ ଭିଜିଲାନ୍ସ ଜବତ କରିଥିଲା ନଗଦ କୋଟିଏରୁ ଅଧିକ ଟଙ୍କା, ତାଲିକା ଦେଖନ୍ତୁ

ଆଗରୁ ବି ଭିଜିଲାନ୍ସ ଜାଲରେ ଧରାପଡିଥିଲେ କୋଟିପତି ବାବୁ । ଆସନ୍ତୁ ଏବେ ଜାଣିବା ପୂର୍ବରୁ ଭିଜିଲାନ୍ସ ରେଡ୍ ବେଳେ କେଉଁ ଅଧିକାରୀଙ୍କଠାରୁ ଏକ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିଲା ।

Vigilance

Vigilance Photograph: (OTV)

Advertisment

ଆଗରୁ ବି ଭିଜିଲାନ୍ସ ଜାଲରେ ଧରାପଡିଥିଲେ କୋଟିପତି ବାବୁ । ଆସନ୍ତୁ ଏବେ ଜାଣିବା ପୂର୍ବରୁ ଭିଜିଲାନ୍ସ ରେଡ୍ ବେଳେ କେଉଁ ଅଧିକାରୀଙ୍କଠାରୁ ଏକ କୋଟିରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିଲା । 

Advertisment

୩ କୋଟି ୪୧ ଲକ୍ଷ ୬୬ ହଜାର 
୨୦୨୨ ଏପ୍ରିଲ ୭
କାର୍ତ୍ତିକେଶ୍ବର ରାଉଳ 
ଆସିଷ୍ଟାଣ୍ଟ ଇଞ୍ଜିନିୟର, ଭଞ୍ଜନଗର ଏମଆଇ ଡିଭିଜନ

୩ କୋଟି ୧୨ ଲକ୍ଷ ୩୦ ହଜାର 
୨୦୨୩ ଜୁନ ୨୨ ଓ ୨୩
ପ୍ରଶାନ୍ତ କୁମାର ରାଉତ 
ଅତିରିକ୍ତ ଉପ ଜିଲ୍ଲାପାଳ, ନବରଙ୍ଗପୁର

Advertisment

୨ କୋଟି ୫୬ ଲକ୍ଷ
୨୦୨୫ ମେ ୩୦
ବୈକୁଣ୍ଠନାଥ ଷଡଙ୍ଗୀ
ମୁଖ୍ୟ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ଭୁବନେଶ୍ବର

 ୨ କୋଟି ୮ ଲକ୍ଷ
୨୦୨୫ ଫେବୃୟାରୀ ୬
ଶାନ୍ତୁନୁ ମହାପାତ୍ର
ପ୍ରକଳ୍ପ ଅଧିକାରୀ, ଜଳ ବିଭାଜିକା ମାଲକାନଗିରି

Advertisment

୧ କୋଟି ୬୪ ଲକ୍ଷ
୨୦୨୩ ମାର୍ଚ୍ଚ ୩
ଉମେଶ ଚନ୍ଦ୍ର ଜେନା
ଅତିରିକ୍ତ ନିର୍ଦ୍ଦେଶକ, ଖଣି ନିର୍ଦ୍ଦେଶାଳୟ

୧ କୋଟି ୪୩ ଲକ୍ଷ
୨୦୨୫ ଜୁଲାଇ ୨୫
ରାମଚନ୍ଦ୍ର ନେପାକ
ଡେପୁଟି ରେଞ୍ଜର, ଜୟପୁର

୧ କୋଟି ୪୦ ଲକ୍ଷ ୧୮ ହଜାର
୨୦୨୨ ମାର୍ଚ୍ଚ ୨୫
ଆଶିଷ କୁମାର ଦାଶ
ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର, ଗ୍ରାମ୍ୟ ଉନ୍ନୟନ, ମାଲକାନଗିରି

୧ କୋଟି ୧୩ ଲକ୍ଷ ୧୬ ହଜାର
୨୦୨୨ ଫେବୃୟାରୀ ୧୬
ଡାକ୍ତର ସୁକାନ୍ତ ଜେନା
ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ, ଚାରିଛକ ମେଡିକାଲ, ପୁରୀ

୧ କୋଟି ୬ ଲକ୍ଷ ୪୪ ହଜାର
୨୦୨୨ ଡିସେମ୍ବର ୨୦,୨୧
ଗୟା ସାନ୍ତରା
ଜଏଣ୍ଟ ମ୍ୟାନେଜର, ଇଡକଲ

୧ କୋଟି ୧ ଲକ୍ଷ ୭୦ ହଜାର
୨୦୧୬ ଫେବୃୟାରୀ ୨୪
ସୁଧାଂଶୁ ଶେଖର ମିଶ୍ର
ପୂର୍ବତନ ଡିଏଫଓ, ଆଠଗଡ଼

Vigilance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ