Advertisment

Gutkha Ban Enforcement: ବେଆଇନ ଗୁଟଖା ଗୋଦାମ ଉପରେ ଚଢାଉ, ଗୋଦାମ ଘର ସିଲ୍ କଲା ପୋଲିସ

ଭରତପୁର ଥାନା କୋଳଥିଆ ଅଞ୍ଚଳରେ ବିପୁଳ ପରିମାଣର ଗୁଟଖା ଓ ପାନ ମସଲା ମହଜୁଦ ଥିବା ଜାଣିବାକୁ ପାଇବା ପରେ ପୋଲିସ ରେଡ୍ କରିଛି। ଚଢାଉ ସ୍ଥାନରୁ ସମସ୍ତ ଗୁଟଖା ଜବତ କରିଛି ପୋଲିସ।

GUTKA RAID

GUTKA RAID Photograph: (OTV)

Advertisment

ଗୁଟଖା ବ୍ୟାନ ପରେ ରାଜଧାନୀରେ ବଡ଼ ଧରଣର ରେଡ୍। ବେଆଇନ୍ ଗୁଟଖା ଗୋଦାମ ଉପରେ ଚଢାଉ କରିଛି କମିଶନରେଟ୍ ପୋଲିସ।

Advertisment

ଭରତପୁର ଥାନା କୋଳଥିଆ ଅଞ୍ଚଳରେ ବିପୁଳ ପରିମାଣର ଗୁଟଖା ଓ ପାନ ମସଲା ମହଜୁଦ ଥିବା ଜାଣିବାକୁ ପାଇବା ପରେ ପୋଲିସ ରେଡ୍ କରିଛି। ଚଢାଉ ସ୍ଥାନରୁ ସମସ୍ତ ଗୁଟଖା ଜବତ କରିଛି ପୋଲିସ। ପରେ ଗୋଦାମ ଘରକୁ ମଧ୍ୟ ସିଲ କରାଯାଇଛି।

ଗୁଟଖା ବ୍ୟାନ ପରେ ରାଜଧାନୀରେ ବଡ଼ ଧରଣର ରେଡ୍
ଭୁବନେଶ୍ବରରେ ବେଆଇନ୍ ଗୁଟଖା ଗୋଦାମ ଉପରେ ଚଢାଉ
ଭରତପୁର କୋଳଥିଆ ଅଞ୍ଚଳରେ କମିଶନରେଟ୍ ପୋଲିସର ରେଡ୍
ବିପୁଳ ପରିମାଣର ଗୁଟଖା ଓ ପାନ ମସଲା ଜବତ
ସମସ୍ତ ଗୁଟଖା ଜବତ, ଗୋଦାମ ଘର ସିଲ କଲା ପୋଲିସ

Advertisment
Bhubaneswar Police Seize Ban On Pan Gutkha Police Raid Gutkha Ban
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ