Advertisment

Illegal Arms Trade Exposed: ଭୁବନେଶ୍ୱରରେ ବିକ୍ରି ହେଉଛି ବିହାରରୁ ଆସୁଥିବା ଚୋରା ବନ୍ଧୁକ, ଧରିଲା ପୋଲିସ୍

ଭୁବନେଶ୍ବରରେ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଲା ସ୍ପେଶାଲ୍ କ୍ରାଇମ୍ ୟୁନିଟ୍। ଭୁବନେଶ୍ବରରୁ ଜବତ ହୋଇଛି ୬ଟି ସେମି ଅଟୋମେଟିକ୍ ବନ୍ଧୁକ ଓ କିଛି ଗୁଳି।

Gun

Gun Photograph: (OTV)

Advertisment

ବିହାରରୁ ଅଣାଯାଇଥିଲା ବନ୍ଧୁକ। ଭୁବନେଶ୍ବରରେ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଲା ସ୍ପେଶାଲ୍ କ୍ରାଇମ୍ ୟୁନିଟ୍। ଭୁବନେଶ୍ବରରୁ ଜବତ ହୋଇଛି ୬ଟି ସେମି ଅଟୋମେଟିକ୍ ବନ୍ଧୁକ ଓ କିଛି ଗୁଳି। ଏହି ଘଟଣାରେ ଜଣେ ବନ୍ଧୁକ ବେପାରୀ ଗିରଫ ହୋଇଛନ୍ତି।

Advertisment

ତା ନାଁ ମନୋଜ କୁମାର ମଲ୍ଲିକ ଓ ଘର ଯାଜପୁର ଜିଲ୍ଲାରେ। ବିହାରରୁ ଆଣି ଭୁବନେଶ୍ବରରେ ବିକ୍ରି ପାଇଁ ଯୋଜନା ଚାଲିଥିଲା। ଏତିକିବେଳେ ଧରିଥିଲା କମିଶନରେଟ ପୋଲିସର ସ୍ପେଶାଲ୍ କ୍ରାଇମ ୟୁନିଟ୍। ... 

ଭୁବନେଶ୍ବରରୁ ୬ ବନ୍ଧୁକ ଜବତ

ବିହାରରୁ ଆସିଥିଲା, ଭୁବନେଶ୍ବରରେ ବିକ୍ରି ଯୋଜନା
ଜଣେ ବନ୍ଧୁକ ବେପାରୀ ଗିରଫ, ଗୁଳି ବି ଜବତ
୬ଟି ସେମି ଅଟୋମେଟିକ୍ ବନ୍ଧୁକ ଜବତ

Advertisment
Gun Deal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ