Advertisment

Truth Out in Satyabrata Murder: ଏଇ କାରଣ ପାଇଁ ସତ୍ୟବ୍ରତଙ୍କୁ କରାଯାଇଛି ହତ୍ୟା, ଫିଟିଗଲା ଗୁମର

ଜଗତସିଂହପୁରରୁ କାରରେ ଆସିଥିଲା ଭୁବନେଶ୍ବର। ନିଳାଦ୍ରୀବିହାର ସ୍ଥିତ ଲିଜାଙ୍କ ରୁମରେ ପହଞ୍ଚିଥିଲା। ହେଲେ ସେଠି ଯାହା ଦେଖିଲା ଚମକି ପଡ଼ିଥିଲା ଦିନେଶ। ରାତି ୧ଟା ବେଳେ ଲିଜା ଘରେ ଥିଲେ ସତ୍ୟବ୍ରତ।

Murder

Murder Photograph: (OTV)

Advertisment

ଫିଟୁଛି ‘ସତ୍ୟବ୍ରତ’ ମର୍ଡରର ପୂରା କାହାଣୀ। ଜଣାପଡ଼ିଲା କେମିତି ହେଇଥିଲା ହତ୍ୟା! ଗତକାଲିଠୁ ଲିଜା-ଦିନେଶଙ୍କୁ ଏକାଠି ଜେରା କରୁଛି ପୋଲିସ୍। ଆଉ ଜେରାରେ ଖୋଲିଛି ଚାଞ୍ଚଲ୍ୟକର ତଥ୍ୟ। ଆଜି ପ୍ରେସମିଟ୍ କରି ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଏସିପି ସୋନାଲ୍ ସିଂ।...

Advertisment

ରାଗିଯାଇଥିଲା ଦିନେଶ 

ଗତ ରବିବାର ବାରମ୍ବାର ଲିଜାକୁ କଲ୍ କରିଥିଲା ଦିନେଶ। ଫୋନ୍ ଓ ଭିଡିଓ କଲ୍ କରି ଚାଲିଥିଲା ଦିନେଶ। ଲିଜା ଫୋନ୍ ରିସିଭ୍ ନକରିବାରୁ ଶେଷରେ ରାଗି ଯାଇଥିଲେ, ଆଉ ସିଧା ଜଗତସିଂହପୁରରୁ କାରରେ ଆସିଥିଲା ଭୁବନେଶ୍ବର। ଭୁବନେଶ୍ବର ନିଳାଦ୍ରୀବିହାର ସ୍ଥିତ ଲିଜାଙ୍କ ରୁମରେ ପହଞ୍ଚିଥିଲା। ହେଲେ ସେଠି ଯାହା ଦେଖିଲା ଚମକି ପଡ଼ିଥିଲା ଦିନେଶ। ରାତି ୧ଟା ବେଳେ ଲିଜା ଘରେ ଥିଲେ ସତ୍ୟବ୍ରତ।  

ପ୍ରେମିକାକୁ ଅନ୍ୟ ଯୁବକ ସହ ଦେଖି ରାଗି ଯାଇଥିଲା, ରୁମ୍ ବାହାରୁ ଲକ୍ କରି ଅନ୍ୟ ଏକ ରୁମରୁ ଛୁରି ଆଣିଥିଲା। ପରେ ଦିନେଶ ଓ ସତ୍ୟବ୍ରତଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଆଉ ସେଠି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି।...ଘଟଣାସ୍ଥଳକୁ ନେଇ ପୂରା କ୍ରାଇମ ସିନ୍ ରିକ୍ରିଏସଏନ୍ କରାଇଛି ପୋଲିସ୍। 

Advertisment
Love Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ