Advertisment

Police SI Recruitment Scam: ପୋଲିସ SI ପରୀକ୍ଷା ଜାଲିଆତି ଘଟଣାରେ ରହିଛି ୧୨ ଦଲାଲଙ୍କ ସମ୍ପୃକ୍ତି !

୧୧୪ ପରୀକ୍ଷାର୍ଥୀଙ୍କ ସମେତ କେବଳ ତିନି ଦଲାଲଙ୍କୁ ଗିରଫ କରିଛି ପୋଲିସ । ଆହୁରି ୧୦ରୁ ୧୨ ଜଣ ଦଲାଲଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି । ତେବେ ସେମାନଙ୍କୁ କେବେ ଗିରଫ କରାଯିବ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି ।

Advertisment

ପୋଲିସ SI ପରୀକ୍ଷା ଜାଲିଆତି ଘଟଣାକୁ ୪ ଦିନ ବିତିଲାଣି । ୧୧୪ ପରୀକ୍ଷାର୍ଥୀଙ୍କ ସମେତ କେବଳ ତିନି ଦଲାଲଙ୍କୁ ଗିରଫ କରିଛି ପୋଲିସ । ଆହୁରି ୧୦ରୁ ୧୨ ଜଣ ଦଲାଲଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି । ତେବେ ସେମାନଙ୍କୁ କେବେ ଗିରଫ କରାଯିବ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି । କ୍ରାଇମବ୍ରାଞ୍ଚ ଘଟଣାର ଖୋଳତାଡ କରୁଛି । ମୁଖ୍ୟ ଖଳନାୟକ ପାଖରେ କେବେ ପହଞ୍ଚିବ ପୋଲିସ? 

Advertisment
Scam SI Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ