Assault Photograph: (OTV)
Advertisment
ରାଜଧାନୀରେ ପୁଣି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଅଭିଯୁକ୍ତ ବାପିନ ସାବତଙ୍କୁ ଗିରଫ କରିଛି ପୋଲିସ।
Advertisment
ପୀଡ଼ିତା ଜଣଙ୍କ ବୁଦ୍ଧନଗରରେ ଏକ ଭଡ଼ା ଘରେ ରହୁଥିଲେ। ସେହିଠାରେ ଅଭିଯୁକ୍ତ ବିପିନ ସାବତ ସହ ଲିଭ୍ ଇନ୍ ରେ ରହୁଥିଲେ। ପୀଡ଼ିତା ଜଣକ ଅଭିଯୁକ୍ତ ବିପିନ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ।
ତାଙ୍କ ବିନା ଇଚ୍ଛାରେ ତାଙ୍କ ସହ ବିପିନ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଅଭିଯୁକ୍ତକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/21/assault-2026-01-21-15-32-44.jpg)