Advertisment
ଗତ ୩ ବର୍ଷରେ ସୁନା ଦୋକାନରେ ମାପକରେ ତ୍ରୁଟି ନେଇ ସାମ୍ନାକୁ ଆସିଛି ୧୬ ମାମଲା I ୨ ଲକ୍ଷ ୨୬ ହଜାର ୫୦୦ ଜୋରିମାନା ଆଦାୟ କରିଛନ୍ତି ଓଡ଼ିଶା ସରକାର I ନିମ୍ନ ମାନର ସୁନା ଦେଇ ଧରାପଡିଛନ୍ତି ୮ ଦୋକାନୀ । ସେଥିରୁ ୪ଜଣଙ୍କ ପଞ୍ଜିକରଣ ବାତିଲ କରାଯାଇଥିବା ବେଳେ ୩ଜଣଙ୍କ ପଞ୍ଜିକରଣ ବାତିଲ ପାଇଁ ନୋଟିସ I
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us