Advertisment

Loot at Midnight: ଘରେ କଳାକନା ବୁଲାଇଲେ, ପରିବାର ଲୋକଙ୍କୁ ନିର୍ଧୁମ ପିଟିଲେ

ରାତି ଅଧରେ ଘରେ କଳାକନା ବୁଲାଇଲେ  ସଶସ୍ତ୍ର ଡକାୟତି ଗ୍ୟାଙ୍ଗ୍ । ବୌଦ୍ଧ ଥାନା ଚମ୍ପାପୁର ଗାଁ ସୀତାରାମ ମେହେରଙ୍କ ଘରେ ପଶି ସବୁ ଲୁଟି ନେଇଛନ୍ତି ଚୋର। ପରିବାର ଲୋକେ ପ୍ରତିବାଦ କରିବାରୁ ତାଙ୍କୁ ନିସ୍ତୁକ ମାରିଥିବା ଅଭିଯୋଗ ହୋଇଛି।

LOOT

LOOT Photograph: (OTV)

Advertisment

ରାତି ଅଧରେ ଘରେ କଳାକନା ବୁଲାଇଲେ  ସଶସ୍ତ୍ର ଡକାୟତି ଗ୍ୟାଙ୍ଗ୍ । ବୌଦ୍ଧ ଥାନା ଚମ୍ପାପୁର ଗାଁ ସୀତାରାମ ମେହେରଙ୍କ ଘରେ ପଶି ସବୁ ଲୁଟି ନେଇଛନ୍ତି ଚୋର।

Advertisment

ପରିବାର ଲୋକେ ପ୍ରତିବାଦ କରିବାରୁ ତାଙ୍କୁ ନିସ୍ତୁକ ମାରିଥିବା ଅଭିଯୋଗ ହୋଇଛି। ଏବଂ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଚୋର। ଏନେଇ ଥାନାରେ ଅଭିଯୋଗ କରିଛନ୍ତି ସୀତାରାମ।

Boudh Armed Dacoity Dacoity Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ