Advertisment

Smart Cameras Crack Down on Poaching Ring: AI କ୍ୟାମେରା ଧରାଇଦେଲା ୩୯ ଶିକାରୀ, ଅସ୍ତ୍ରଶସ୍ତ୍ର ବିପୁଳ ପରିମାଣର ବିସ୍ଫୋରକ ଜବତ

ଶିମିଳିପାଳ ଅଭୟାରଣ୍ୟର ସାଉଥ୍ ଡିଭିଜନରେ ଶିକାରୀ ପଶିଥିବା ନେଇ ଏଆଇ କ୍ୟାମେରାରେ ନଜର ଆସିଥିଲା। ଖବର ପାଇ ଶିମିଳିପାଳର ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ, ବନ କର୍ମଚାରୀ ମିଳିତ ଭାବେ ଅଭୟାରଣ୍ୟରେ ଚଢାଉ କରିଥିଲେ।

AI Camera

AI Camera Photograph: (OTV)

Advertisment

AI କ୍ୟାମେରା ଧରିଲା ୩୯ ଶିକାରୀ। ଶିମିଳିପାଳରୁ ୩୯ ଶିକାରୀଙ୍କୁ ଗିରଫ କଲା ବନବିଭାଗ। ଶିମିଳିପାଳ ଅଭୟାରଣ୍ୟର ସାଉଥ୍ ଡିଭିଜନରେ ଶିକାରୀ ପଶିଥିବା ନେଇ ଏଆଇ କ୍ୟାମେରାରେ ନଜର ଆସିଥିଲା। ଖବର ପାଇ ଶିମିଳିପାଳର ସ୍ପେଶାଲ ଟାଇଗର ପ୍ରୋଟେକ୍ସନ ଫୋର୍ସ, ବନ କର୍ମଚାରୀ ମିଳିତ ଭାବେ ଅଭୟାରଣ୍ୟରେ ଚଢାଉ କରିଥିଲେ।

Advertisment

ଏଆଇ କ୍ୟାମେରା ସଠିକ୍ ଲୋକେସନ ସହ ସଠିକ୍ ସମୟରେ ଦେଇଥିଲା ଖବର  

ଚଢାଉ ବେଳେ ୩୯ ଶିକାରୀଙ୍କୁ ଗିରଫ କରିବା ସହ ୯ ଟି ଦେଶୀ ବନ୍ଧୁକ, ୨୦ ଟି ଧନୁ ,ବିପୁଳ ପରିମାଣର ବିସ୍ଫୋରକ ସହ ଶିକାରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରିଛି ବନ ବିଭାଗ। ଗିରଫ ସମସ୍ତ ଶିକାରୀ ଶିମିଳିପାଳ ଅଭୟାରଣ୍ୟ ନିକଟସ୍ଥ ଉଦଳା ଥାନା ଅଞ୍ଚଳର । ଏଆଇ କ୍ୟାମେରା ସଠିକ୍ ଲୋକେସନ ସହ ସଠିକ୍ ସମୟରେ ଖବର  ଦେଇଥିବାରୁ ଏପରି ଏକ ବଡ ଶିକାର ଯୋଜନାକୁ ପଣ୍ଡ କରାଯାଇଛି ବୋଲି କହିଛନ୍ତି ଶିମିଳିପାଳ କର୍ତ୍ତୃପକ୍ଷ।

ଶିମିଳିପାଳରୁ ୩୯ ଶିକାରୀ ଗିରଫ
AI କ୍ୟାମେରା ଧରାଇଦେଲା ୩୯ ଶିକାରୀ
୯ ବନ୍ଧୁକ, ୨୦ ଟି ଧନୁ, ବିପୁଳ ପରିମାଣର ବିସ୍ଫୋରକ ଜବତ 
ଶିକାରରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କଲା ବନ ବିଭାଗ

Advertisment
Poachers Arrested AI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ