Advertisment

Ganja Seized: ପ୍ୟାକେଟ ଭିତରୁ ବାହାରିଲା ୩ କ୍ବିଣ୍ଟାଲ ଗଞ୍ଜେଇ, ପୋଲିସ କାବା

୩ କୁଇଣ୍ଟାଲ ଗଞ୍ଜେଇ ଜବତ, ମାଫିଆ ଫେରାର୍। ବୌଦ୍ଧ ଜିଲ୍ଲାରୁ ସୋନପୁର ଦେଇ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ l ଏକ କାର ଉପରେ ସନ୍ଦେହ କରି ନଳିନୀ ଛକରେ କାରକୁ ପୋଲିସ ଅଟକାଇ ଥିଲା।

Ganja

Ganja Photograph: (OTV)

Advertisment

୩କୁଇଣ୍ଟାଲ ଗଞ୍ଜେଇ ଜବତ, ମାଫିଆ ଫେରାର୍। ବୌଦ୍ଧ ଜିଲ୍ଲାରୁ ସୋନପୁର ଦେଇ ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ପୋଲିସ l ଏକ କାର ଉପରେ ସନ୍ଦେହ କରି ନଳିନୀ ଛକରେ କାରକୁ ପୋଲିସ ଅଟକାଇ ଥିଲା। 

Advertisment

କାରରୁ ଡ୍ରାଇଭର ଓ ମାଫିଆ ଫେରାର ମାରିଥିବା ବେଳେ ୩୪୦ ପ୍ୟାକେଟରୁ ୩ କୁଇଣ୍ଟାଲ ୪୦ କେଜି ଗଞ୍ଜେଇ ଜବତ ହୋଇଛି। ଏନେଇ ତଦନ୍ତ ଜାରି ରଖିଛି ସୋନପୁର ପୋଲିସ। ମାଫିଆମାନଙ୍କୁ ଧରିବା ପାଇଁ ଖୋଲତାଡ ଜାରି ରହିଛି।  

Sonepur Ganja Seized Ganja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ