Advertisment

SI Exam Corruption Case: ଜେଲରୁ ବାହାରିଲେ ୧୧୪ ଅଭିଯୁକ୍ତ , ମାଷ୍ଟର ମାଇଣ୍ଡ ଏବେବି ଫେରାର

ବ୍ରହ୍ମପୁର ପୋଲିସ ଓ କ୍ରାଇମବ୍ରାଞ୍ଚ ମୋଟ ୧୨୩ ଜଣଙ୍କୁ ଗିରଫ କରିଥିଲା । ୧୧୪ ଜଣଙ୍କୁ ମିଳିଛି ଜାମିନ । ୯ ଜଣଙ୍କୁ ଜାମିନ ମିଳିନଥିବାରୁ ସେମାନେ ଜେଲରେ ଅଛନ୍ତି ।

si exam scam

si exam scam Photograph: (OTV)

Advertisment

ଜେଲରୁ ବାହାରିଲେ ପରୀକ୍ଷାର୍ଥୀ । SI ପରୀକ୍ଷା ଦୁର୍ନୀତି ମାମଲାରେ ଗିରଫ ହୋଇ ଏମାନେ ବ୍ରହ୍ମପୁର ଜେଲରେ ଥିଲେ । ଗତକାଲି କୋର୍ଟ ଏମାନଙ୍କୁ ଜାମିନ ପ୍ରଦାନ କରିବା ପରେ ଆଜି କିଛି ପରୀକ୍ଷାର୍ଥୀ ଜେଲରୁ ବାହାରିଛନ୍ତି ।

Advertisment

ଏହି ମାମଲାରେ ବ୍ରହ୍ମପୁର ପୋଲିସ ଓ କ୍ରାଇମବ୍ରାଞ୍ଚ ମୋଟ ୧୨୩ ଜଣଙ୍କୁ ଗିରଫ କରିଥିଲା । ୧୧୪ ଜଣଙ୍କୁ ମିଳିଛି ଜାମିନ । ୯ ଜଣଙ୍କୁ ଜାମିନ ମିଳିନଥିବାରୁ ସେମାନେ ଜେଲରେ ଅଛନ୍ତି । ଏହି ଘଟଣାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଏବେ ବି ଫେରାର ଅଛି।

ସେପଟେ ମୁଖ୍ୟମନ୍ତ୍ରୀ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଛନ୍ତି । ତେବେ ଏଯାଏଁ ମାମଲା ସିବିଆଇକୁ ହସ୍ତାନ୍ତର ହୋଇନଥିବାରୁ ପରବର୍ତ୍ତୀ ତଦନ୍ତ ଉପରେ ସମସ୍ତଙ୍କ ନଜର ରହିଛି । ... 

Advertisment

SI ପରୀକ୍ଷା ମହାଦୁର୍ନୀତି ମାମଲା
ବେଲ୍ ମିଳିବା ପରେ ଜେଲରୁ ବାହାରିଲେ ୧୧୪ ଅଭିଯୁକ୍ତ
ବ୍ରହ୍ମପୁର କୋର୍ଟ ଜାମିନ ଦେବା ପରେ ମୁକୁଳିଲେ
SI ପରୀକ୍ଷା ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିଲେ
ମାମଲାରେ ଗିରଫ ହୋଇଥିଲେ ମୋଟ ୧୨୩ ଜଣ
୯ ଜଣଙ୍କୁ ଜାମିନ ମିଳିନଥିବାରୁ ଜେଲରେ ଅଛନ୍ତି
ମାମଲାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି ଏବେବି ଫେରାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ