Diamond Photograph: (OTV)
Advertisment
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଭିତରେ ଭାରତୀୟ ହୀରା ବ୍ୟବସାୟ ପ୍ରଭାବିତ ହୋଇଛି । ଆମେରିକା-ଇରାନ-ଇସ୍ରାଏଲ ଯୁଦ୍ଧ ପାଇଁ ସଂକଟରେ ଗୁଜୁରାଟର ହୀରା ଶିଳ୍ପ । ଗୁଜୁରାଟରୁ ହୀର, ରତ୍ନ ପଥର, ଅଳଙ୍କାର ଓ ସେରାମିକ ରପ୍ତାନୀ ବାଧାପ୍ରାପ୍ତ ହୋଇଛି ।
Advertisment
ଭାରତ ବିଶ୍ବସ୍ତରରେ ରତ୍ନ ପଥର ଯୋଗଣ କରେ । ବିଶେଷ କରି ଦୁବାଇ ଓ ଇସ୍ରାଏଲକୁ ଭାରତ ଅଧିକ ରପ୍ତାନୀ କରୁଥିବାବେଳେ ଏବେ ଏହା ପ୍ରଭାବିତ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/09/diamond-2026-03-09-15-01-27.jpg)