Gold Price Photograph: (OTV)
Advertisment
ଲଗାତର ୪ ଦିନ ହେଲା ଖସୁଛି ସୁନା ଓ ରୁପା ଦର। ଆଜି ବି ସୁନା ଦରରେ ବଡ଼ ହ୍ରାସ ହୋଇଛି। ୨୪ କ୍ୟାରେଟର ସୁନା ୧୩ ହଜାର ୪୧୦ ଟଙ୍କା ତଳକୁ ଖସିଛି। ବର୍ତ୍ତମାନ ୧୦ ଗ୍ରାମ୍ ପିଛା ୨୪ କ୍ୟାରେଟ୍ ସୁନା ଦର ହ୍ରାସ ପାଇ ୧ ଲକ୍ଷ ୪୭ ହଜାର ୧୭୦ ଟଙ୍କା ରହିଛି।
Advertisment
ସେହିପରି ୨୨ କ୍ୟାରେଟ୍ ସୁନା ୧୨ ହଜାର ୩୦୦ ଟଙ୍କା ହ୍ରାସ ପାଇଛି। ୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ସୁନା ୧ ଲକ୍ଷ ୩୪ ହଜାର ୯୦୦ ଟଙ୍କାରେ ପହଞ୍ଚିଛି। ସେହିପରି ରୁପା କେଜି ପିଛା ୨୦ ହଜାର ଟଙ୍କା ହ୍ରାସ ପାଇ ୩ ଲକ୍ଷ ଟଙ୍କାରେ ପହଞ୍ଚିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/02/gold-price-2026-02-02-16-32-36.jpg)