#ଏମିତି_ମାରିଥିଲେ_ଦୀପୁଚନ୍ଦ୍ରଙ୍କୁ
ସାମ୍ନାକୁ ଆସିଲା ଦୀପୁଚନ୍ଦ୍ର ହତ୍ୟାକାଣ୍ଡର ଚାଞ୍ଚଲ୍ୟକର ସତ । ବିଶ୍ୱାସଘାତ, ଭୟଙ୍କର ଷଡଯନ୍ତ୍ର, ନିର୍ମମ ହତ୍ୟା... ଆଉ ଏ ବିଶ୍ୱାସଘାତକ ଥିଲେ ଦୀପୁଙ୍କ ନିଜ ସହକର୍ମୀ । ଯାହାଙ୍କ ସହ ସେ ଫ୍ୟାକ୍ଟ୍ରିରେ କାମ କରୁଥିଲେ । ସାଙ୍ଗ ହେଉଥିଲେ । ହସୁଥିଲେ, ବସୁଥିଲେ। ୨୭ ବର୍ଷୀୟ ହିନ୍ଦୁ ଯୁବକ ଦୀପୁଚନ୍ଦ୍ର ଦାସ ବାଂଲାଦେଶ ମୟମନସିଂହ ସ୍ଥିତି ଏକ କପଡା ଫ୍ୟାକ୍ଟ୍ରିର ୱାର୍କର ଥିଲେ । ଗତ ୧୮ ତାରିଖ ସନ୍ଧ୍ୟା । ଭାରତ ବିରୋଧୀ ଛାତ୍ରନେତା ଓସମାନ ହାଦିର ମୃତ୍ୟୁକୁ ନେଇ ବାଂଲାଦେଶରେ କୁହୁଳୁଥାଏ ହିଂସା । ଆଉ ସେହି ସମୟରେ ଦୀପୁଚନ୍ଦ୍ର କାମ କରୁଥିବା ଫ୍ୟାକ୍ଟ୍ରିରେ କିଛି ଶ୍ରମିକ ହଙ୍ଗାମା ଆରମ୍ଭ କଲେ । ଦୀପୁ ଇସଲାମିକ ଧର୍ମକୁ ଅପମାନିତ କରିଥିବା ମିଛ ଆରୋପ ଲଗାଇ ପାଟିତୁଣ୍ଡ କରିଥିଲେ ।
Bangladesh is witnessing a grim and disturbing situation as shocking details emerge in the murder of 27-year-old Hindu youth Dipuchandra Das, a garment factory worker in Mymensingh. The killing was not a spontaneous act of mob violence but a pre-planned conspiracy involving his own coworkers.
#bangladesh#BangladeshViolence#HinduPersecution#DipuchandraDas
#MobLynching#CommunalViolence#HumanRightsViolation
#MinorityRights#BlasphemyAccusation#SpecialStory#OdishaTV#otv
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us