#ପାଣି_ଟାଙ୍କିରେ_ମୃତଦେହ
କଲେଜରେ ଚାଞ୍ଚଲ୍ୟ ! ପାଣି ଟାଙ୍କିରେ ସଢୁଥିଲା ଶବ, ସେଇ ପାଣି ପିଉଥିଲେ କଲେଜ ପିଲା । ୧୦ ଦିନ ହେଲା ମୃତଦେହ ପଡିଥିଲା ଟାଙ୍କି ଭିତରେ । ପାଣିରେ ପଡି ପଚି ସଢି ଯାଇଥିଲା । ହେଲେ ଜାଣିପାରିଲେନି କେହି । କଲେଜ ପିଲାଠୁ ନେଇ ରୋଗୀଙ୍କ ଯାଏଁ ପାଣି ପିଉଥିଲେ ସେହି ଟାଙ୍କିରୁ । ଏମିତି ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ଦେଓରିଆରେ ଥିବା ମହର୍ଷି ଦେବରହା ବାବା ମେଡିକାଲ କଲେଜରୁ । ମେଡିକାଲ କଲେଜର ପଞ୍ଚମ ମହଲାରେ ଥିଲା ପାଣି ଟାଙ୍କି । ଟାଙ୍କିରୁ ଅତି ଦୁର୍ଗନ୍ଧ ବାହାରିବାରୁ ଅଭିଯୋଗ କରିଥିଲେ ପିଲା । ତେଣୁ ଟାଙ୍କି ସଫା କରିବାକୁ ଯାଇଥିଲେ ସଫେଇ କର୍ମଚାରୀ । ହେଲେ ଟାଙ୍କି ଖୋଲିବା ମାତ୍ରେ, ଯାହା ଘଟିଲା ସମସ୍ତଙ୍କ ହୋସ୍ ଉଡାଇଦେଲା ।
A horrifying incident unfolded at Mahamrishi Devaraha Baba Medical College in Deoria, Uttar Pradesh, after officials discovered that students and staff had been unknowingly using water from a tank containing a decomposed body for nearly ten days.
#upnews#DecomposedBody#watercontamination#MedicalCollegeScandal#DeoriaHorror#UttarPradesh#PublicHealthCrisis#StudentSafety#ViralVideo#SpecialStory#OdishaTV#otv
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us