#ମନେ_ପଡ଼ନ୍ତି_ବାପୁ
ଜାତିର ପିତା, ମହାତ୍ମା, ବାପୁ...ଅନେକ ନାଁ କିନ୍ତୁ ପରିଚୟ ଗୋଟିଏ... ସିଏ ମହାତ୍ମା ଗାନ୍ଧୀ। ଆଜି ବାପୁଙ୍କ ୧୫୬ତମ ଜନ୍ମଜୟନ୍ତୀ। ଆଜିର ଦିନ ମହାତ୍ମା ଗାନ୍ଧୀଙ୍କ ଜୀବନ, ସଫଳତା ଏବଂ ନୈତିକ ମୂଲ୍ୟବୋଧ ଉପରେ ପ୍ରତିଫଳିତ କରିବାର ସୁଯୋଗ ଦେଇଥାଏ। ବିଂଶ ଶତାବ୍ଦୀର ସର୍ବଶ୍ରେଷ୍ଠ ସତ୍ୟର ପୂଜାରୀ ତଥା ଆଦର୍ଶ ଓ ଅହିଂସାର ପ୍ରତୀକ ହେଉଛନ୍ତି ମହାତ୍ମା ଗାନ୍ଧୀ। ତାଙ୍କ ବିଚାରଧାରା ଥିଲା ସତ୍ୟ ହିଁ ଈଶ୍ୱର। ସାରା ଦେଶରେ ସେ ବାପୁ ଭାବରେ ବେଶ୍ ଜଣାଶୁଣା। ଗାନ୍ଧିଜୀ କେବଳ ଭାରତରେ ନୁହନ୍ତି ବରଂ ସମଗ୍ର ବିଶ୍ୱରେ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱ। ଭାରତର ସ୍ୱାଧୀନତା, କଲ୍ୟାଣ ଏବଂ ପ୍ରଗତି ପାଇଁ ସେ ନିଜର ସର୍ବସ୍ୱ ହରେଇବାକୁ ପ୍ରସ୍ତୁତ ଥିଲେ। ସାରା ଭାରତ ବର୍ଷ ଏପରିକି ବିଦେଶରେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଦିବସ ପାଳନ କରାଯାଉଛି। ତେବେ ତାଙ୍କ ଜନ୍ମଜୟନ୍ତୀ ଅବସରରେ ରାଜଘାଟରେ ଗାନ୍ଧିଜୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି।
#GandhiJayanti#MahatmaGandhi#PMModi#Rajghat#OdishaTV#OTV
India today observed the 156th birth anniversary of Mahatma Gandhi, the Father of the Nation. Prime Minister Narendra Modi, along with several senior leaders, paid floral tributes at Rajghat in New Delhi. The day is being marked across the country and abroad with remembrance of Gandhi’s values of truth, non-violence, and moral integrity.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us