ସକ୍ରିୟ ଲଘୁଚାପ କ୍ଷେତ୍ର, ପୁଣି ତା ସାଙ୍ଗକୁ ଟ୍ରପଲାଇନ୍ । ଏହାର ପ୍ରଭାବରେ ଗ୍ରୀଷ୍ମ ଆଗରୁ ଗତକାଲିଠୁ ରାଜ୍ୟ ପାଣିପାଗର ମୁଡ୍ ବଦଳିଯାଇଛି । ସ୍ଥାନେ ସ୍ଥାନେ ପ୍ରବଳ ଝଡ଼ ବର୍ଷାରେ ବେହାଲ ଜନଜୀବନ । ଗତକାଲି ସୁବର୍ଣ୍ଣପୁର, କୋରାପୁଟ ଓ ବରଗଡ଼ ଜିଲ୍ଲାର କିଛି ସ୍ଥାନରେ କୁଆପଥର ମାଡ଼ ସାଙ୍ଗକୁ ଝଡ଼ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ବେଳେ ଆଜି ଅପରାହ୍ଣରେ ଟ୍ୱିନ୍ ସିଟିରେ ମଧ୍ୟ ପ୍ରବଳ ବର୍ଷା ହୋଇଛି । ଘଡ଼ଘଡ଼ି ସାଙ୍ଗକୁ ଜୋରରେ ପବନ ବହିବାରୁ ରାଜଧାନୀର କିଛି କିଛି ସ୍ଥାନରେ ଗଛ ଭାଙ୍ଗିଥିବା ସୂଚନା ମିଳିଛି । ସେହିପରି ହଠାତ୍ ଝଡ଼ ବର୍ଷା କାରଣରୁ କଟକ ବଡ଼ମ୍ବାରେ ପଡ଼ିଥିବା ଏକ ଯାତ୍ରା ପେଣ୍ଡାଲ ଭାଙ୍ଗିଯିବା ସହ ୨ ଜଣ ଆହତ ହୋଇଛନ୍ତି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆଜି ବି ସକ୍ରିୟ ରହିଛି । ଏଥିସହିତ ଗାଙ୍ଗେୟ ପଶ୍ଚିମବଙ୍ଗରୁ ଉତ୍ତର ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ଏକ ଟ୍ରପଲାଇନ୍ ବି ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ...
#OdishaWeather_Update#LowPressure_Odisha#BhubaneswarRain_Alert
#CuttackStorm_Update#TroughLine#Hailstorm#Thunderstorm
#WeatherForecast#OTV
An active low-pressure area over the Southwest Bay of Bengal, coupled with a trough line extending from Gangetic West Bengal to North Coastal Odisha, has altered the weather mood across Odisha since yesterday. Several districts including Subarnapur district, Koraput district and Bargarh district witnessed hailstorm and heavy rain causing damage.
Heavy rain lashed the Twin City of Bhubaneswar and Cuttack this afternoon. Strong winds led to reports of uprooted trees in parts of the capital. In Badamba, a Jatra pendal collapsed due to sudden storm, injuring two persons.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us