ଇସ୍ରାଏଲ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ବାଗତ । କନେସେଟରେ ପହଞ୍ଚିବା ପରେ ତାଙ୍କୁ ଠିଆ ହୋଇ ସମସ୍ତ ସାଂସଦ କରତାଳି ସହ ସ୍ୱାଗତ ଓ ସମ୍ମାନ ଜଣାଇଥିଲେ । ମୋଦି ମୋଦି ନାରାରେ କମ୍ପିଥିଲା ସଂସଦ ପରିସର । ମୋଦିଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଖୁବ ଭାବୁକ ହୋଇଛନ୍ତି । ସେ ପିଏମ୍ ମୋଦିଙ୍କୁ ନିଜ ପରିବାରର ଜଣେ ସଦସ୍ୟ ଭାବେ ବର୍ଣ୍ଣନା କରିଛନ୍ତି । ନେତାନ୍ୟାହୁ କହିଛନ୍ତି, ନରେନ୍ଦ୍ର ମୋଦି ଜଣେ ବନ୍ଧୁଙ୍କଠାରୁ ଅଧିକ। ସେ ମୋର ଭାଇ। ଭାରତ ଓ ଇସ୍ରାଏଲ୍ ମଧ୍ୟରେ ଥିବା ଏହି ସମ୍ପର୍କ କେବଳ ଦୁଇଟି ଦେଶର ଚୁକ୍ତି ନୁହେଁ। ବରଂ ଏହା ଦୁଇଟି ଆତ୍ମାର ମିଳନ । ନେତାନ୍ୟାହୁଙ୍କ ଏହି କଥା ଶୁଣି ପୁରା ସଂସଦ ଗୃହ କରତାଳିରେ ଫାଟି ପଡ଼ିଥିଲା । ସମସ୍ତ ସାଂସଦ ଠିଆ ହୋଇ ପିଏମ୍ ମୋଦିଙ୍କୁ ସମ୍ମାନ ଜଣାଇଥିଲେ। ନେତାନ୍ୟାହୁ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱର ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହୋଇଛି। ଇସ୍ରାଏଲ୍ ସବୁବେଳେ ଭାରତ ସହ କାନ୍ଧରେ କାନ୍ଧ ମିଳାଇ ଚାଲିବ। ...
#IndiaIsraelRelations_NarendraModi#IsraelParliament_Knesset
#BenjaminNetanyahu_Address#GlobalDiplomacy_PMModi
#StandingOvation#IndiaIsraelFriendship#DiplomaticVisit
#InternationalRelations#OTV
Prime Minister Narendra Modi received a grand standing ovation at the Knesset, Israel’s Parliament. As he arrived, all Members of Parliament stood up and welcomed him with thunderous applause, with chants of “Modi Modi” echoing through the House.
Addressing PM Modi, Israeli Prime Minister Benjamin Netanyahu became emotional and described him as more than a friend — “He is my brother.” Netanyahu said the relationship between India and Israel is not merely an agreement between two nations, but a union of two souls. His remarks drew loud applause from the entire House, with MPs once again standing in honour of the Indian Prime Minister.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us