#ଚଳନ୍ତା_ଗାଡ଼ିରେ_ହାର୍ଟଷ୍ଟ୍ରୋକ୍
ଗାଡି ଆଗକୁ ଚାଲୁଥିଲା, ଡ୍ରାଇଭର ବି ରାସ୍ତା ମାପିଚୁପି ଗାଡି ଚଳାଉଥିଲେ। କାର ପଛ ସିଟରେ ବସିଥିଲେ ମା ଆଉ ତାଙ୍କ ଝିଅ। ହେଲେ ହଠାତ ଆସିଲା ମୃତ୍ୟୁ। କେହି କିଛି ବୁଝିବା ଆଗରୁ ଚାଲିଗଲା ଡ୍ରାଇଭରଙ୍କ ଦୁର୍ଲଭ ଜୀବନ। ଆଉ ଅଳ୍ପକେ ବର୍ତ୍ତିଗଲେ ପଛ ସିଟରେ ବସିଥିବା ମା ଓ ନାବାଳିକା ଝିଅ। ଆଜି ଅପରାହ୍ନରେ କତରବଗା ଥାନା ଅଞ୍ଚଳର ଜଣେ ମହିଳା କୁଚିଣ୍ଡା ଥାନା ଅଞ୍ଚଳରେ ଏକ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଥିବା ତାଙ୍କ ଝିଅର ଦେହ ଖରାପ ହେବାରୁ ତାଙ୍କୁ ନେବାକୁ ଆସିଥିଲେ। ତାଙ୍କ ନିଜ କାର ଯୋଗେ ଡ୍ରାଇଭର ସାଙ୍ଗରେ ଝିଅକୁ ନେଇ ଘରକୁ ଫେରୁଥିବା ବେଳେ, କୁଚିଣ୍ଡା ମୁଖ୍ୟାଳୟ ପୁରୁଣା ବସଷ୍ଟାଣ୍ଡ ନିକଟ ସାପ୍ତାହିକ ବଜାର ରାସ୍ତାରେ ହଠାତ ଡ୍ରାଇଭର ଜଣଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରି ଛାଟିପିଟି ହୋଇ ସିଟରେ ପଡିଯାଇଥିଲେ ଓ ସାଙ୍ଗେ ସାଙ୍ଗେ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା। ତୁରନ୍ତ ସ୍ଥାନୀୟ ଲୋକେ ଗାଡିକୁ ଷ୍ଟାର୍ଟ ବନ୍ଦ କରି ମାଆ ଓ ଝିଅକୁ ଉଦ୍ଧାର କରିଥିଲେ।
#OdishaNews#Sambalpur#HeartStroke#RoadIncident#DriverDies#OdishaTV#OTV
A tragic incident took place this afternoon in the Kuchinda area of Sambalpur district when a car driver suffered a sudden heart stroke while driving. The vehicle was moving near the old bus stand on the weekly market road when the driver, who was escorting a woman and her daughter, suddenly experienced severe chest pain and collapsed on the seat.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us