By: Otv Khabar Bureau
Last updated: 17 October 2021, 05:39 PM IST
ଉତ୍ତର ଓଡ଼ିଶା ଏବଂ ଉପକୂଳରେ ଘଡ଼ଘଡ଼ି ସହିତ ବର୍ଷା ଜାରି, ବାଲେଶ୍ୱରରେ ସର୍ବାଧିକ ୯୪.୮ ମିଲିମିଟର ବର୍ଷା ରେକର୍ଡ I ୭ ଜିଲ୍ଲାରେ ପ୍ରବଳ ବର୍ଷା ସଂଭାବନା ଥିବାରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।