Dutee Chand Same Sex Marriage
Advertisment
ଭବିଷ୍ୟତରେ ନିଜ ବାନ୍ଧବୀଙ୍କୁ ବିବାହ କଲେ, ଅନ୍ତର୍ଜାତୀୟ ଆଥଲେଟ୍ ଦୂତୀ ଚାନ୍ଦ ହେବେ ସ୍ୱାମୀ, ଆଉ ବାନ୍ଧବୀ ମୋନାଲିସା ହେବେ ତାଙ୍କ ପତ୍ନୀ । ଏମିତିକି ବିବାହ ପରେ ଉଭୟ ଯୋଡ଼ିଙ୍କ ମଧ୍ୟରୁ ସେ ବାପା ହେବାକୁ ଚାହାନ୍ତି ବୋଲି ଜାତୀୟ ସ୍ତରର ଇଂରାଜୀ ପତ୍ରିକାକୁ ଏକ ସାକ୍ଷାତକାର ଦେଇଛନ୍ତି ଦୂତି ଚାନ୍ଦ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us