Hockey
Advertisment
ଆବୁଡା ଖାବୁଡା ଖାଲ ଢିପ ଭରା ମାଟି ପଡିଆ, ତାରି ଭିତରେ ୬ ଖଣ୍ଡ କାଠରେ ତିଆରି ହୋଇଛି ଗୋଲ ପୋଷ୍ଟ । ହାତରେ ଖଣ୍ଡିଏ ଖଣ୍ଡିଏ ହକି ଷ୍ଟିକ୍ ଧରି ସେଠାରେ ଅଭ୍ୟାସ କରୁଛନ୍ତି ଖେଳାଳି । ସୁନ୍ଦରଗଡ଼ ବାଲିଶଙ୍କରା ବ୍ଳକ୍ର ଲୁଲକିଡିହି ଗାଁ, ଏହି ଗାଁରୁ ହିଁ ବାହାରିଛନ୍ତି ଇଗ୍ନେସ ତିର୍କି, ପ୍ରବୋଧ ତିର୍କି ଏବଂ ଦୀପଗ୍ରେସ ଏକ୍କାଙ୍କ ଭଳି ଅଲିମ୍ପିଆନ୍ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us