ନିର୍ବାଚନ ଯେତିକି ପାଖଉଛି ସରକାର ସେତିକି ସେତିକି ଯୋଜନା ଆରମ୍ଭ କରୁଛନ୍ତି। ସବୁବର୍ଗକୁ ସନ୍ତୁଷ୍ଟ କରିବାକୁ ପ୍ରୟାସ। ଏବେ ଫୋକସରେ ଯୁବ ଛାତ୍ର। ପ୍ରଥମେ ସ୍କୁଲ୍ ପିଲାଙ୍କ ସାଇକେଲ ବ୍ରାଣ୍ଡିଂ ଆଉ ଏବେ କଲେଜ ପିଲାଙ୍କ ପାଇଁ କ୍ରୀଡା ଉତ୍ସବ। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିବା ସହ ସରକାରୀ ଦଳ ନିଜ ଏଜେଣ୍ଡାରେ ସଫଳ ହେବେନି ବୋଲି ଦୃଢୋକ୍ତି ବାଢିଛନ୍ତି..