ବିଜେଡିର ତଥାକଥିତ 'ସମଦୂରତା' ନୀତିକୁ ଜାତୀୟ ସ୍ତରରେ ତୀବ୍ର ସମାଲୋଚନା। କେନ୍ଦ୍ର ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ବିରୋଧ ଓ ଦିଲ୍ଲୀ ସେବା ବିଲ୍ ସପକ୍ଷରେ ଭୋଟ୍ ଦେବା ପରେ ଦଳକୁ ସିଧାସିଧା ନିଶାନା କରିଛନ୍ତି ବିରୋଧୀ