BJD concern over jharsuguda bypoll
Advertisment
କୌଣସି ସମୟରେ ଉପନିର୍ବାଚନ ହେବ। ଏହାର ଦାୟିତ୍ୱ ଆପଣଙ୍କୁ ନେବାକୁ ପଡ଼ିବ। ବିଜୟ ତ ନିଶ୍ଚିତ କିନ୍ତୁ କେତେ ପରିମାଣରେ ଭୋଟ୍ ଜିତିବୁ, ଏ ଦାୟିତ୍ୱ ଆପଣଙ୍କର। ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଏ ମନ୍ତବ୍ୟକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us