By: Manoranjan Behera
Last updated: 24 April 2023, 10:08 PM IST
ଖରିଫ୍ ଚାଷ ପାଇଁ ସୁଧ ରିହାତି ପ୍ରଦାନ କଲେ ସରକାର । ମୁଣ୍ଡ ଉପରେ ସାଧାରଣ ନିର୍ବାଚନକୁ ଦେଖି ଚାଷୀଙ୍କୁ ଥୋପ । ଚାଷୀ ଭୋଟ୍ ହାତରେ ରଖିବାକୁ ପୁଣି ଚଳାଇଲେ ଗୋଟି । ଖରିଫ ଚାଷ ପାଇଁ ୪୪୧ କୋଟି ୭୬ ଲକ୍ଷ ଟଙ୍କାର ସୁଧ ରିହାତି ।