Bjp press meet
Advertisment
ଆସନ୍ତାକାଲିଠୁ ବିଜେପିର ପ୍ରତିବାଦ। ବିଦ୍ୟୁତ ଦରବୃଦ୍ଧି ଓ ଅଘୋଷିତ ବିଦ୍ୟୁତକାଟ ନେଇ କାଲିଠୁ ସପ୍ତାହେବ୍ୟାପୀ ପ୍ରତିବାଦ କରିବ ବିଜେପି । କରୋନା ସମୟରେ ଲୋକଙ୍କ ଉପରେ ବିଦ୍ୟୁତ ଦରବୃଦ୍ଧି ଲଦି ଦିଆଯାଇଥିବା ବିଜେପି ଅଭିଯୋଗ କରିଛି । ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି । ରାଜ୍ୟବାସୀଙ୍କୁ ବିଦ୍ୟୁତ କଂପାନୀ ଭୁଆଁ ବୁଲାଇ ମନଇଛା ବିଦ୍ୟୁତକାଟ କରୁଥିବା ବିଜେପି ଅଭିଯୋଗ କରିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us