ନବଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି...କାନ୍ଦୁଛି ପୂରା ପରିବାର। ଯେବେ ବାପା-ମାଆଙ୍କ ଆଖି ସାମ୍ନାରେ ପୁଅ ଚାଲିଯାଏ, ସେତେବେଳେ ବାପା-ମାଆଙ୍କୁ କେତେ କଷ୍ଟ ହୁଏ? ତାହାକୁ କହିବା ଶବ୍ଦ ଆମ ପାଖରେ ନାହିଁ। ସେପଟେ ନବଙ୍କ ସଭାରେ ପାୱାର ସୋ' ଦେଖାଇଛି ବିଜେଡି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ