minister
Advertisment
ମନ୍ତ୍ରୀ କହିଲେ, ଚୋର ଧରିଛୁ । ମେସିନକୁ ସିଜ୍ କରିଛୁ । ଆଗକୁ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ଦୋଷ ଢାଙ୍କିବାକୁ ଜିଲ୍ଳାପାଳଙ୍କ ଉଦ୍ୟମ ପାଣିଚିଆ ହେଲା । ଖୋଦ ଜିଲ୍ଳାପାଳଙ୍କ ଉପସ୍ଥିତିରେ ମଣିଷ କାମ ମେସିନ କରୁଥିବାରୁ, ମେସିନକୁ ଜବତ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ବିଭାଗୀୟ ମନ୍ତ୍ରୀ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us