Bijay Pattnaik
Advertisment
ଉଁ ବିଜେଡି ସରକାରରେ ଦିନେ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ । ସେହି ବିଜୟ ପଟ୍ଟନାୟକ ଏବେ ସରକାରଙ୍କ ବିରୋଧରେ ଶାଣିତ କରିଛନ୍ତି ସ୍ୱର । କଂଗ୍ରେସରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିବା ବିଜୟ ପଟ୍ଟନାୟକ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି । ସାମ୍ବାଦିକ ସମ୍ମିଳନୀ କରି ପ୍ରଥମେ ଥାର୍ଡ ଫ୍ଲୋର୍ ଉପରେ ବର୍ଷିଥିଲେ ବିଜୟ । ରାଜ୍ୟରେ ଚାଲିଥିବା ଅମଲା ଶାସନର ଗୁମର ଖୋଲି ସେ କହିଛନ୍ତି, ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ଅଛି । ମୁଖ୍ୟମନ୍ତ୍ରୀ ପୂର୍ବଭଳି କାମ କରୁନଥିବା କଥାକୁ ପୁଣି ଦୋହରାଇଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us