Advertisment

୨୬ରେ ମୁହାଁମୁହିଁ ହେବେ ବିଜେଡି-ବିଜେପି: ଶଙ୍ଖର ପ୍ରତିଷ୍ଠା ଦିବସ ବନାମ ପଦ୍ମର ସତ୍ୟାଗ୍ରହ

୨୬ରେ ମୁହାଁମୁହିଁ ହେବେ ବିଜେଡି-ବିଜେପି। ବିଜେଡିର ପ୍ରତିଷ୍ଠା ଦିବସ ବନାମ୍ ବିଜେପିର ସତ୍ୟାଗ୍ରହ। କେନ୍ଦ୍ର ଅବହେଳା ବନାମ ବିଜେଡିର ଅପରାଧୀକରଣ! ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି-ବିଜେଡିର ଟକ୍କର। ଟକ୍କରି ସ୍ଥିତିକୁ ନେଇ ସରଗରମ ରାଜ୍ୟ ରାଜନୀତି। ଦିନକ ପରେ ଦେଖିବାକୁ ମିଳିବ ରାଜନୈତିକ ଛକାପଞ୍ଝା। ପୁରୀରେ ବିଜେଡି ପାଳିବ ନିଜ ପ୍ରତିଷ୍ଠା ଦିବସର ସିଲିଭର୍ ଜୁବଲି। ଠିକ୍ ସେହି ଦିନ ରାଜ୍ୟ ସରକାରଙ୍କ ବିରୋଧରେ ସତ୍ୟାଗ୍ରହ କରିବ ବିଜେପି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଅଭିଯୋଗ କରିଛି, ଯେ ବିଜେଡି ସରକାରରେ ନାରୀ ନିର୍ଯାତନା ଘଟଣା ବଢି ଚାଲିଛି ହତ୍ୟା, ଯୌନ କେଳେଙ୍କାରୀ, ମହିଳା ବିରୋଧୀ ହିଂସା ଭଳି ଅପରାଧରେ ବିଜେଡି ନେତା, ମନ୍ତ୍ରୀଙ୍କ ବିରୋଧରେ ମାଳମାଳ ଅଭିଯୋଗ ରହିଛି।

Odisha BJD BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ