By: Prangyan Parimita
Last updated: 19 September 2022, 10:57 AM IST
କିଡନୀ ରୋଗରେ ପୀଡିତ ହୋଇ AIIMSରେ ଚିକିତ୍ସିତ ହେଉଥିଲେ, ଏକ ବିରାଟ ଶୂନ୍ୟ ସ୍ଥାନ ଛାଡି ଚାଲିଗଲେ ବିଷ୍ଣୁ ସେଠୀ । ରାଜନୈତିକ ମହଲରେ ଶୋକ ।