By: Prangyan Parimita
Last updated: 26 October 2022, 09:37 AM IST
ଫୁଟବଲ୍ ଖେଳ ପରି ଅଗ୍ନପେଣ୍ଡୁ ଖେଳ। ଝୋଟଅଖା ତିଆରି ଏକ ବଲ୍ ରେ ନିଆଁ ଲଗାଇ ଖେଳନ୍ତି ଦୁଇଦଳ। ୪୦ ବର୍ଷ ତଳର ଏହି ଖେଳକୁ ଏବେବି ବଞ୍ଚାଇ ରଖିଛନ୍ତି ଗାଁ ଲୋକ।