After husband’s death, woman elopes, orphaned child seeks assistance
Advertisment
ବାପା ଚାଲିଗଲେ, ମାଆ ପ୍ରେମିକ ସହିତ ଫେରାର ହୋଇଗଲା। ବୁଢା ଜେଜେବାପା-ମାଆଙ୍କ କୋଳରେ ବଢିଲା କୁନି ପୁଅ ମହାନ୍। କଷ୍ଟେମଷ୍ଟେ ପ୍ରଥମରୁ ୫ମ ପର୍ଯ୍ୟନ୍ତ ସିନା ପାଠ ପଢାଇଲେ ଏବେ କିନ୍ତୁ ପାଠ ପାଇଁ ଅଣ୍ଟିରେ ନାହିଁ ଧନ। ସରକାରୀ ସହାୟତା ମିଳିବେ ଏବେ ପାଠ ପଢିପାରିବ ମହାନ୍।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us