By: Rajalaxmi Sahoo
Last updated: 28 April 2023, 12:16 PM IST
ଜଣେ ଅନାଥକୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ବରଗଡ଼ ଜିଲ୍ଲା ବରପାଲିର ଜଣେ ଯୁବ ବ୍ୟବସାୟୀ । ସମ୍ବଲପୁରର ଏକ ଆଶ୍ରମର ଅନ୍ତେବାସୀ ପୂଜାଙ୍କୁ ବିବାହ କରି ପରିବାର ସହ ସାଙ୍ଗରେ ଘରକୁ ନେଇଯାଇଛନ୍ତି । ଜିଲ୍ଲା ପ୍ରଶାସନ ମଧ୍ୟ ସବୁ ପ୍ରକାର ସହଯୋଗ ଦେଇଛି...