Subarnarekha
Advertisment
ଗାଁ ଦାଣ୍ଡରେ ଅଣ୍ଟାଏ ପାଣି । ଘର ଭିତରେ ଲହଡ଼ି ମାରୁଛି ବନ୍ୟା ଜଳ । ଯେଉଁଆଡ଼େ ଚାହିଁବେ ସବୁଆଡ଼େ ପାଣି ଆଉ ପାଣି । ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବା ଫଳରେ ବାଲେଶ୍ୱର ଜିଲ୍ଲାର ବିଭନ୍ନ ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଭୋଗରାଇ ବ୍ଳକର ୫ଟି ପଞ୍ଚାୟତର ୧୨ଗାଁ ଏବେ ମଧ୍ୟ ପାଣି ଘେରରେ ରହିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us