By: Otv Khabar Bureau
Last updated: 24 September 2021, 01:19 PM IST
ଦିଲ୍ଲୀର ରେସ୍ତୋରାଁରେ ଶାଢ଼ୀ ପିନ୍ଧିଥିବା ବିବାଦକୁ ଗୁରୁତ୍ୱର ସହ ନେଇଛନ୍ତି ଜାତୀୟ ମହିଳା କମିଶନ I ଦିଲ୍ଲୀ ପୋଲିସକୁ ମାମଲାର ତଦନ୍ତ କରିବା ସହ ସବିଶେଷ ରିପୋର୍ଟ ତଲବ କରିଛନ୍ତି ।