Intelligence Dept Warns Threat From Another Terrorist Organisation Backed By ISI
Advertisment
କୁଖ୍ୟାତ ଆତଙ୍କବାଦୀ ସଂଗଠନ ISI ସମର୍ଥିତ ଆଉ ଏକ ନୂଆ ଆତଙ୍କବାଦୀ ସଂସ୍ଥା ସମ୍ପର୍କରେ ମିଳିଛି ଗୁଇନ୍ଦା ସୂଚନା। ଏହି ପାକିସ୍ତାନୀ ଆତଙ୍କବାଦୀ ସଂସ୍ଥା ଆଗକୁ ବଡ଼ ଆତଙ୍କବାଦୀ ହମଲା କରିବା ନେଇ ସତର୍କ କରାଇଛି ଗୁଇନ୍ଦା ବିଭାଗ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us