Advertisment

SpecialStory: ଶାଶୁର ଏକା ଜିଦ୍‌, ଜ୍ୱାଇଁପୁଅ ସହ ରହିବି

ଛପି ସାରିଥିଲା ବାହାଘର କାର୍ଡ। କିଣା ସରିଥିଲା ଶାଢ଼ୀ ସାଙ୍ଗକୁ ଗହଣା ଗାଣ୍ଠି। ୧୦ ଦିନ ପରେ ପଡିଥାନ୍ତା ହାତଗଣ୍ଠି। ବେଦିରେ ବସିଥାନ୍ତା ଝିଅ। ହେଲେ ତା’ପୂର୍ବରୁ ଜ୍ବାଇଁପୁଅକୁ ଧରି ଫେରାର ହୋଇଗଲା ମା’। ଝିଅ ବଦଳରେ ମା’ ପ୍ରେମରେ ପଡିଲା ଜ୍ବାଇଁପୁଅ। ଆଉ କାହାକୁ କିଛି ନଜଣାଇ ଛୁ ମାରିଲେ ଉଭୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ